Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା, ଆଇଜିଙ୍କ ଉପସ୍ଥିତିରେ ହେଲା ସିନ୍‌ ରିକ୍ରିଏସନ୍‌ !

7/03/2023 at 8:43 AM

ସମ୍ବଲପୁର ୦୭।୦୩ : ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା । ରବିବାର ରାତିରେ ସିନ୍‌ ରିକ୍ରିଏସନ କରିଛି ପୋଲିସ । ଆଇଜିଙ୍କ ଉପସ୍ଥିତିରେ ସିନ୍‌ ରିକ୍ରିଏସନ କରିଥିବା ସୂଚନା ମିଳିଛି .

ଖବର ଅନୁଯାୟୀ, ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁ଼ଡୁଙ୍କୁ ପାଓ୍ବାର କେନାଲ ବ୍ରିଜ ଉପରକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଆସିଲା ପ୍ରୀତିମାନ ଦେ ଓ ମାନସ ଟୁଡୁ ର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । SFSL ସିଲ କଭରରେ ବୁର୍ଲା ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି । ବୁର୍ଲା ପୋଲିସର ଏକ କନେଷ୍ଟବଳ ଏହି ରିପୋର୍ଟ ଆଣି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ବୁଧବାର ଏସପି ବୁର୍ଲା ଥାନା ଗସ୍ତ କରି ଏହି ରିପୋର୍ଟର ତର୍ଜମା କରିବା ପରେ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

   Related Posts