ବେଆଇନ ଚିଙ୍ଗୁଡି ଘେରି ଉପରେ ସରକାରଙ୍କ ଆଖି, ଚିଙ୍ଗୁଡି ଘେରି ଜଗିବ ଡ୍ରୋନ୍
5/12/2022 at 2:51 PM

ଭୁବନେଶ୍ୱର ୦୫/୧୨: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ଡ୍ରୋନ କିଣିବା ପାଇଁ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖାଯାଇଛି ଚିଠି ।
ଡ୍ରୋନ୍ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ ଆବେଦନକାରୀ ପ୍ରସ୍ତାବ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏନେଇ ହାଇକୋର୍ଟରେ ଜଣାଇଲେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ । ୧୬ ଜାନୁୟାରୀ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023