ଚୀନ୍ର ଶସ୍ତା ଷ୍ଟିଲ୍ ଯୋଗୁ ଘରୋଇ କମ୍ପାନିଙ୍କୁ ଘାଟା, ୫ ବର୍ଷ ପର୍ଯ୍ୟନ୍ତ ଆଣ୍ଟିଡମ୍ପିଂ ଶୁଳ୍କ ଲାଗୁ
ନୂଆଦିଲ୍ଲୀ ୧୩/୦୯: ଚୀନ୍ରୁ ଆମଦାନି ହେଉଥିବା ଇସ୍ପାତ ଉପରେ ଭାରତ ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇଛି । ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଟ୍ରେଡ୍ ରିମେଡିଜ୍(ଡିଜିଟିଆର୍) ସରକାରଙ୍କ ନିକଟରେ ଟନ୍ ପିଛା ଚୀନି ଷ୍ଟିଲ୍ ହ୍ୱିଲ୍ସ ଉପରେ ୬୧୩ ଡଲାର (ପ୍ରାୟ ୫୦,୮୬୭ ଟଙ୍କା)ର ଶୁଳ୍କ ଲାଗୁ କରିବା ପାଇଁ ସୁପାରିସ କରିଥିଲା । ଅର୍ଥ ମନ୍ତ୍ରାଳୟ ସୋମବାର ଏକ ବିଜ୍ଞପ୍ତି ଜାରି କରି ଉପରୋକ୍ତ ସୂଚନା ପ୍ରଦାନ କରିଛି । ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ଘରୋଇ … Continue reading ଚୀନ୍ର ଶସ୍ତା ଷ୍ଟିଲ୍ ଯୋଗୁ ଘରୋଇ କମ୍ପାନିଙ୍କୁ ଘାଟା, ୫ ବର୍ଷ ପର୍ଯ୍ୟନ୍ତ ଆଣ୍ଟିଡମ୍ପିଂ ଶୁଳ୍କ ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed