ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଶିଶୁ ସାହିତ୍ୟିକା କୁମୁଦଲତା ମହାନ୍ତିଙ୍କ ପରଲୋକ

19/11/2022 at 6:09 PM

ଭୁବନେଶ୍ୱର, ୧୯/୧୧: ପ୍ରତିଷ୍ଠିତ ଶିଶୁ ସାହିତ୍ୟିକା କୁମୁଦଲତା ମହାନ୍ତିଙ୍କ ପରଲୋକ । ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘଦନ ହେବ ଅସୁସ୍ଥ ଥିଲେ । ସେ ବହୁ ଶିଶୁ ସାହିତ୍ୟ ଏବଂ ଗୀତି କବିତା ରଚନା କରିଛନ୍ତି ।

   Related Posts