Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଅନୁଗୋଳ ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର

8/06/2018 at 5:26 AM

ଅନୁଗୋଳ ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର । ଶିଶୁ ଦୁଇଜଣ ବସଷ୍ଟାଣ୍ଡରେ ବୁଲୁଥିବା ଦେଖି ସ୍ଥାନୀୟ ଲେ।କେ ଉଦ୍ଧାର କରି ପେ।ଲିସ ଜିମା ଦେଇଛନ୍ତି । ଉଭୟ ଶିଶୁ ଦୁଇ ଭଉଣୀ ବେ।ଲି ଜଣାପଡିଛି । ଜଣଙ୍କର ବୟସ ୫ବର୍ଷ ହୋଇଥିବା ବେଳେ ଅନ୍ୟ ଜଣ ୩ ବର୍ଷର ବୋଲି ଜଣାପଡିଛି । ସେମାନଙ୍କ ଘର ଢେଙ୍କ।ନାଳର ବେ।ଲି କହୁଛନ୍ତି ଉଭୟ ଶିଶୁ । ପିଉସୀ ସେମାନଙ୍କୁ ଆଣି ବସଷ୍ଟାଣ୍ଡରେ ଛାଡି କେଉଁଆଡେ ଚାଲିଯାଇଥିବା ଉଦ୍ଧାର ଶିଶୁ କହିଛନ୍ତି । କିନ୍ତୁ ନିଜର ନାଁ ଏବଂ ଘର ଠିକ୍ ରେ କହି ପାରୁନାହାନ୍ତି । ତେଣୁ ପୋଲିସ ଦୁଇ ଶିଶୁଙ୍କୁ ପରିଚୟ ଖୋଜୁଛି । ଉଦ୍ଧାର ଦୁଇ ଶିଶୁଙ୍କୁ CWCକୁ ହସ୍ତାନ୍ତର କରାଯିବ ବେ।ଲି କହିଛି ଅନୁଗୁଳ ପେ।ଲିସ ।

Leave a Reply

   Related Posts