oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଛୁଆ ଚୋରକୁ ବାନ୍ଧିଲା ପୋଲିସ, ୮ବର୍ଷର ନାବାଳକଙ୍କୁ ଚୋରି କରିନେଇଥିବା ଅଭିଯୋଗ ଥିଲା

11/02/2021 at 11:33 AM

କରଞ୍ଜିଆ ୧୧।୨: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ବେଗୁନାବନ୍ଧ ଗାଁରୁ ଛୁଆ ଚୋରି କରିନେଇଥିବା ଚୋରକୁ ଧରିଲା ପୋଲିସ । ଅଭିଯୁକ୍ତକୁ ବୈଶିଙ୍ଗା ପୋଲିସ ଗିରଫ କରିବା ପରେ ରରୁଆଁ ପୋଲିସକୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ଜଣକ ହେଉଛି ବୈଶିଙ୍ଗା ଥାନା ଗୋବିନ୍ଦରାୟପୁର ଗାଁର ସେକ୍ ମନିରୁଦ୍ଦିନ। ବେଗୁନାବନ୍ଧ ଗାଁରୁ ୮ ବର୍ଷର ନାବାଳକ ଶିବାଜୀ ନାଏକଙ୍କୁ କେହି ଚୋରି କରିଥିବା ନେଇ ରରୁଆଁ ଥାନାରେ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରରୁଆଁ ଥାନା ବେଗୁନାବନ୍ଧ ଗାଁର କୁଆଁର ନାଏକ ଓ ଦୁର୍ଗାମଣୀ ନାଏକ ଉଭୟ ବେଙ୍ଗାଲୁରୁ ଓ ଭୁବନେଶ୍ବରରେ କାମ କରିବାକୁ ଯାଇଥିବା ବେଳେ ଘରେ ୩ ଝିଅ ସହ ନାବାଳକ ଶିବାଜୀ ମଧ୍ୟ ରହୁଥିଲା । କିଛି ଦିନ ପୂର୍ବରୁ ଜଣେ କବାଡିଆ ଆସି ତାଙ୍କ ଘର ପାଖରେ ରହି ପିଲାଙ୍କ ସହ ସମ୍ପର୍କ ବଢାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ନାବାଳକଙ୍କୁ କବାଡିଆ ହିଁ ଚୋରି କରି ନେଇଛି । ସେହି ଦିନଠୁ ସେ ଆଉ ଗାଁକୁ ଅସୁନାହିଁ । ନାବାଳକ ନିଖୋଜ ପଛରେ କବାଡିଆ ହାତ ଥିବା ନାବାଳକଙ୍କ ବଡ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରୋ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

   Related Posts