vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପିଲା ଚୋର ସନ୍ଦେହରେ ଜଣେ ମାନସିକ ରୋଗୀକୁ ଆକ୍ରମଣ

29/05/2018 at 6:42 AM

ଗୁଜବର ଆଉ ଏକ ଭୟଙ୍କର ପରିଣତି କଳାହାଣ୍ଡିର କେସିଙ୍ଗାରେ ଘଟିଛି । ପିଲା ଚୋର ସନ୍ଦେହରେ ଜଣେ ମାନସିକ ରୋଗୀକୁ ଆକ୍ରମଣ କରିଛନ୍ତି ଲୋକେ । ନିର୍ଦ୍ଧୁମ ପାଟିଛନ୍ତି । ଯୁବକ ଜଣକୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । ତାଙ୍କୁ ଆହତ ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ଯୁବକ ଜଣକ ବିହାର ବାସିନ୍ଦା । କେସିଙ୍ଗା ଥାନା ସିରୋଲ ଗାଁ ରେ ଏହି ମାନସିକ ରୋଗୀ କୁ ପିଲା ଚୋର ଆଭିଯୋଗ ରେ ନିସ୍ତୁକ ମାଡ ମରା ଯାଇଥିଲା । ସୋସିଆଲ ମିଡିଆ ରେ ପିଲା ଚୋରୀ ଗୁଜବ ବୋଲି ପୋଲିସ ବାରମ୍ବାର କହୁଥିଲେ ବି ସାଧାରଣ ଲୋକଙ୍କ ଆକ୍ରମଣର ଶୀକାର ହୋଇଛନ୍ତି ନିରୀହ ବ୍ୟକ୍ତି ।

Leave a Reply

   Related Posts