ପିଲା ଚୋର ସନ୍ଦେହରେ ଜଣେ ମାନସିକ ରୋଗୀକୁ ଆକ୍ରମଣ

Published By : Prameya-News7 Bureau | May 29, 2018 IST

ଗୁଜବର ଆଉ ଏକ ଭୟଙ୍କର ପରିଣତି କଳାହାଣ୍ଡିର କେସିଙ୍ଗାରେ ଘଟିଛି । ପିଲା ଚୋର ସନ୍ଦେହରେ ଜଣେ ମାନସିକ ରୋଗୀକୁ ଆକ୍ରମଣ କରିଛନ୍ତି ଲୋକେ । ନିର୍ଦ୍ଧୁମ ପାଟିଛନ୍ତି । ଯୁବକ ଜଣକୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । ତାଙ୍କୁ ଆହତ ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ଯୁବକ ଜଣକ ବିହାର ବାସିନ୍ଦା । କେସିଙ୍ଗା ଥାନା ସିରୋଲ ଗାଁ ରେ ଏହି ମାନସିକ ରୋଗୀ କୁ ପିଲା ଚୋର ଆଭିଯୋଗ ରେ ନିସ୍ତୁକ ମାଡ ମରା ଯାଇଥିଲା । ସୋସିଆଲ ମିଡିଆ ରେ ପିଲା ଚୋରୀ ଗୁଜବ ବୋଲି ପୋଲିସ ବାରମ୍ବାର କହୁଥିଲେ ବି ସାଧାରଣ ଲୋକଙ୍କ ଆକ୍ରମଣର ଶୀକାର ହୋଇଛନ୍ତି ନିରୀହ ବ୍ୟକ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.