vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ମା’ କୋଳରୁ ଦୁଇ ବର୍ଷର ଶିଶୁକନ୍ୟାକୁ ଉଠାଇ ନେଲା ଦୁର୍ବୃତ୍ତ

6/06/2018 at 6:40 AM

ମା’ କୋଳରୁ ଦୁଇ ବର୍ଷର ଶିଶୁକନ୍ୟାକୁ ଉଠାଇ ନେଲା ଦୁର୍ବୃତ୍ତ । ଝାରସୁଗୁଡା ରେଲୱେ କଲୋନୀର ଘଟଣା । ଗତକାଲି ରାତିରେ ରେଲୱେ କଲୋନିର ବସ୍ତିରେ ରହୁଥିବା ଦୀପକ ପ୍ରସାଦ ଓ କବିତା ଦେବୀ ନିଜର ୨ବର୍ଷର ଶିଶୁ କନ୍ୟାକୁ ଧରି ଶୋଇଥିଲେ । ତେବେ ରାତି ପ୍ରାୟ ଅଢେଇଟା ବେଳେ ଝିଅ ପାଖରେ ନଥିବା ବେଳେ କବାଟ ଖୋଲାଥିବା ଦେଖିଥିଲେ ଦୀପକ । ପରେ ପରିବାରର ସମସ୍ତେ ଉଠି ଶିଶୁ କନ୍ୟାକୁ ଖୋଜିଥିଲେ । ଘର ନିକଟରୁ ପାଖାପାଖି ୨ଶହ ମିଟର ଦୂରରେ ଥିବା ଏକ ନିର୍ମାଣାଧୀନ ପ୍ରକଳ୍ପ ସ୍ଥଳରେ ଥିବା ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁର ଆଜି ଜନ୍ମ ଦିନ ଥିବାରୁ ହଜିଲା ଝିଅକୁ ପାଇ ପରିବାରରେ ଖୁସିର ମାହୋଲ୍ । ରେଳବାଳ ପୋଲିସ ଘଟଣାର ତଦନ୍ତ କରୁଛି । କିଏ ଏବଂ କାହିଁକି ଶିଶୁଟିକୁ ଉଠାଇ ନେଇଥିଲା । ଆଉ କଣ ପାଇଁ ଛାଡିଦେଲା, ସେ ନେଇ ତଦନ୍ତ ଚଳାଇଛି ଜିଆରପି । .

Leave a Reply

   Related Posts