ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁକନ୍ୟା ବିକ୍ରି ଅଭିଯୋଗ, ସଂପୃକ୍ତ ନର୍ସ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ଏତଲା

Published By : Prameya-News7 Bureau | May 11, 2022 IST

ଜଗତସିଂହପୁର, ୧୧।୦୫: ମଣିଜଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁକନ୍ୟା ବିକ୍ରି ଅଭିଯୋଗ । କାର୍ଯ୍ୟରତ ଜଣେ ନର୍ସଙ୍କୁ ଶିଶୁଟିର ବାପ-ମାଆ ବିକ୍ରି କରିଥିବା ବେଳେ ଚାଇଲଡ଼ ଲାଇନ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ନର୍ସଙ୍କ ଘରେ ଚଢ଼ାଉ କରି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବେଆଇନ ଭାବରେ ଶିଶୁକନ୍ୟା ନେଇଥିବାରୁ ସମ୍ପୃକ୍ତ ନର୍ସ ଓ ତାଙ୍କ ସ୍ବାମୀଙ୍କ ନାଁରେ ଏତାଲା ଦିଆଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.