Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର, ମେଡିକାଲରେ ଭର୍ତ୍ତି

15/06/2019 at 12:18 PM

ମୋରଡା ୧୫|୬: ମୟୂରଭଞ୍ଜ ମୋରଡ଼ାରେ ଶିଶୁପୁତ୍ର ଉଦ୍ଧାର । ମୋରଡ଼ା ବ୍ଲକ୍ ସୁରେଇଡିହି ନାହାଶୋଳ ଜଙ୍ଗଲରୁ ଏହି ଶିଶୁପୁତ୍ର ଉଦ୍ଧାର ହୋଇଛି । ତେବେ ଶରୀର ସାରା ଜନ୍ଦା କାମୁଡ଼ା ଯୋଗୁଁ  ପିଲାଟିର ଅବସ୍ଥା ଗୁରୁତର ରହିଛି । ପିଆରଏମ୍ ମେଡିକାଲରେ ଶିଶୁପୁତ୍ରଟିକୁ ଭର୍ତ୍ତି କରାଯାଇଥିବା ବେଳେ  ଚିକିତ୍ସା ଜାରି ରହିଛି ।

   Related Posts