ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର, ମେଡିକାଲରେ ଭର୍ତ୍ତି
15/06/2019 at 12:18 PM

ମୋରଡା ୧୫|୬: ମୟୂରଭଞ୍ଜ ମୋରଡ଼ାରେ ଶିଶୁପୁତ୍ର ଉଦ୍ଧାର । ମୋରଡ଼ା ବ୍ଲକ୍ ସୁରେଇଡିହି ନାହାଶୋଳ ଜଙ୍ଗଲରୁ ଏହି ଶିଶୁପୁତ୍ର ଉଦ୍ଧାର ହୋଇଛି । ତେବେ ଶରୀର ସାରା ଜନ୍ଦା କାମୁଡ଼ା ଯୋଗୁଁ ପିଲାଟିର ଅବସ୍ଥା ଗୁରୁତର ରହିଛି । ପିଆରଏମ୍ ମେଡିକାଲରେ ଶିଶୁପୁତ୍ରଟିକୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି ।
Related Posts
ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ କାହାର ପଲ୍ଲା ଭାରୀ ?
21 September 2023
ସମ୍ବାଦ ଋଣ ଜାଲିଆତି ମାମଲା: ଏଚ୍ଆରଙ୍କୁ ୩ ଘଣ୍ଟା ଜେରା କଲା EOW, ତେଜିଲା ରାଜନୀତି
19 September 2023
କେବେ ଦେଖିଛନ୍ତି ଏମିତି ବଡ ବେଙ୍ଗ ? ସାମ୍ନାକୁ ଆସିଲେ ହୋଇଯିବେ ଭୟଭୀତ…
15 September 2023