୫ ଦିନ ହେଲା ଖୋଲୁନି ଶିଶୁ ବିଭାଗ ଓପିଡି, ନିରାଶ ହୋଇ ଫେରୁଛନ୍ତି ଶତାଧିକ ଶିଶୁ

ଆନନ୍ଦପୁର ୨୧।୮: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ୫ ଦିନରୁ ଉର୍ଦ୍ଧ୍ବ ହେବ ଖୋଲୁନି ଶିଶୁ ବିଭାଗ ଓପିଡି । ଏହି ଚିକିତ୍ସାଳୟ ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଶିଶୁ ଅସୁସ୍ଥ ହୋଇ ଏଠାକୁ ଧାଇଁ ଆସିବା ପରେ ଡାକ୍ତର ଦେଖୁ ନଥିବାରୁ ନିରାଶ ହୋଇ ଫେରିକି ଯାଉଛନ୍ତି । ଶିଶୁ ବିଭାଗ ଦାଇତ୍ୱରେ ଥିବା ଡାକ୍ତରଙ୍କ ବିତଣ୍ଡା ଯୁକ୍ତି ଶିଶୁମାନଙ୍କ ବାପା-ମା’ଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି … Continue reading ୫ ଦିନ ହେଲା ଖୋଲୁନି ଶିଶୁ ବିଭାଗ ଓପିଡି, ନିରାଶ ହୋଇ ଫେରୁଛନ୍ତି ଶତାଧିକ ଶିଶୁ