suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାୟଗଡା ପରେ କଳାହାଣ୍ଡିରେ ପିଲା ଚୋରୀ ଅଭିଯୋଗ

22/05/2018 at 10:23 AM

ରାୟଗଡା ପରେ କଳାହାଣ୍ଡିରେ ପିଲା ଚୋରୀ ଅଭିଯୋଗ । ୯ ବର୍ଷ ର ନାବାଳିକାକୁ ଅପହରଣ ନେଇ ଲାଞ୍ଜିଗଡ ଥାନାରେ ମାମଲା ରୁଜୁ ହୋଇଛି । ଆଭିଯୁକ୍ତକୁ ପୋଲିସ ଆଟକ ରଖି ତଦନ୍ତ କରିଛି । କଳାହାଣ୍ଡି ଜିଲ୍ଲା ଲାଞିଗଡ ଥାନା ନୁତନ ବାତଲିମା ଗାଁରୁ ଜଣେ ନାବାଳିକାକୁ ପାକ ଗାଁ ଭାଟଗୁଡାର ବିନୋଦ ମାଝୀ ନେଉଥିବା ବଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଏଥି ସହ ଅଭିଯୁକ୍ତକୁ ବି ପୋଲିସ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।

Leave a Reply

   Related Posts