ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କୂଅ ଭିତରୁ ନାବାଳକଙ୍କ ମୃତ ଦେହ ଉଦ୍ଧାର

13/01/2020 at 1:50 PM

କେନ୍ଦୁଝର ୧୩/୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗ୍ରାମର ଏକ କୂଅ ଭିତରୁ ୪ ବର୍ଷ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତ ନାବଳକ  ଉକ୍ତ ଗ୍ରାମର ବିଶ୍ବରଞ୍ଜନ ନାଏକ।  

ଗତକାଲି ଠାରୁ ସେ ନିଖୋଜ ଥିଲେ ।ପରିବାର ଲୋକେ ତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ଜବତ କରିଛି।

   Related Posts