oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଚିକେନ୍ ଚାଓମିନ ନଦେବାରୁ ଫାଷ୍ଟଫୁଡ୍ ଦୋକାନୀକୁ ମାଡ, ଦୋକାନର ଜିନିଷପତ୍ର ଫିଙ୍ଗାଫୋପଡା କଲେ ଯୁବକ

9/07/2021 at 12:03 PM

ବ୍ରହ୍ମପୁର,୦୯/୦୭: ନାଇଟ୍‌ କର୍ଫ୍ୟୁ ସମୟରେ ଚିକେନ୍‌ ଚାଉମିନ୍‌ ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ନୂଆ ବସ୍‌ଷ୍ଟାଣ୍ଡ ନିକଟ ଫାଷ୍ଟଫୁଡ୍‌ ଦୋକାନୀ ଜିତୁ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି । ସେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଗୁରୁବାର ସକାଳୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ଜିତୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଲକ୍‌ଡାଉନ୍‌ ନିୟମ ପ୍ରକାରେ ସନ୍ଧ୍ୟାରେ ଦୋକାନ ବନ୍ଦ କରିଦେଇଥିଲେ ଜିତୁ । ହେଲେ ରାତି ୧୦ଟାରେ କିଛି ଯୁବକ ତାଙ୍କୁ ଚିକେନ୍‌ ଚାଉମିନ୍‌ ମାଗିବାରୁ ମନା କରିଥିଲେ । ଯୁବକମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି । ଦୋକାନ ଭିତରେ ପଶି ଜିନିଷପତ୍ର ଫୋପାଡିଛନ୍ତି । ପରିବାର ଲୋକଙ୍କ ସହାୟତାରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

   Related Posts