ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ; ଅଧୁରା ସରକାରୀ କାର୍ଯ୍ୟର କରିବେ ସମୀକ୍ଷା

Published By : Prameya-News7 Bureau | May 09, 2023 IST

ଭୁବନେଶ୍ବର ୦୯/୦୫:  ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧୁରା ପଡି ରହିଥିବା ସରକାରୀ କାର୍ଯ୍ୟର କରିବେ ସମୀକ୍ଷା । ବୁଧାବାର ଠାରୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖରେ ଭୁବନେଶ୍ବର ଫେରିବେ ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.