scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ; ଅଧୁରା ସରକାରୀ କାର୍ଯ୍ୟର କରିବେ ସମୀକ୍ଷା

9/05/2023 at 9:33 AM

ଭୁବନେଶ୍ବର ୦୯/୦୫:  ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧୁରା ପଡି ରହିଥିବା ସରକାରୀ କାର୍ଯ୍ୟର କରିବେ ସମୀକ୍ଷା । ବୁଧାବାର ଠାରୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖରେ ଭୁବନେଶ୍ବର ଫେରିବେ ନବୀନ ।

   Related Posts