ଗିନିଜ୍ ବୁକ୍ ଅଫ୍ ରେକର୍ଡ ସାର୍ଟିଫିକେଟ୍ ପାଇଲେ ମୁଖ୍ୟମନ୍ତ୍ରୀ
10/03/2023 at 9:51 PM

ରାଉରକେଲା ୧୦/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ୍ ବୁକ୍ ରେକର୍ଡ ସାର୍ଟିଫିକେଟ୍। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସାର୍ଟିଫିକେଟ୍ ମିଳିଛି। ଶୁକ୍ରବାର ଗିନିଜ୍ ବୁକ୍ ଅଫ୍ ରେକର୍ଡର କର୍ମରକର୍ତ୍ତାମାନେ ଏହି ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ରାଉର୍କେଲା ହକିଷ୍ଟାଡିୟମ୍ ସ୍ଥାନ ପାଇଥିଲା
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023