ଆଳୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଖୁବଶୀଘ୍ର ହେବ ସମାଧାନ

Published By : Prameya-News7 Bureau | August 09, 2024 IST

ଭୁବନେଶ୍ୱର ୦୯/୦୮: ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ । ରାଜ୍ୟରେ ଆଳୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରତିକ୍ରିୟା । କହିଲେ ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ । ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ, ଖୁବ ଶୀଘ୍ର ଟଳିବ । ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

କହିବାକୁ ଗଲେ ଆଜି ମଧ୍ୟ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ୬୦ ଟଙ୍କା କିଲୋ ପ୍ରତି ବିକ୍ରୀ ହେଉଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି । ତେବେ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ କହିବା ପରେ ଲାଗୁଛି ରାଜ୍ୟରେ ଦେଖାଦେଇଥିବା ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ସୁଧାର ଆସିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.