ଆଠ ମହଲା ଛାତରୁ ପଡି ବିଲ୍ଡର ମୃତ
4/05/2020 at 1:12 PM

ଭୁବନେଶ୍ୱର ୦୪।୦୫: ଭୁବନେଶ୍ବର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ପଡି ବିଲ୍ଡରଙ୍କ ମୃତ୍ୟୁ ହୋଇଛି । ମୃତ ବିଲ୍ଡର ହେଲେ ପୀୟୂସ ମୋହନ ମିଶ୍ର । ଖାରବେଳନଗର ଥାନା ପୋଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶ୍ବଶୁର ଘରକୁ ଆସି ଛାତରୁ ପଡିଯାଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ ଜଣାପଡିନାହିଁ ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023