suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଆଠ ମହଲା ଛାତରୁ ପଡି ବିଲ୍‌ଡର ମୃତ

4/05/2020 at 1:12 PM

ଭୁବନେଶ୍ୱର ୦୪।୦୫: ଭୁବନେଶ୍ବର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ପଡି ବିଲ୍ଡରଙ୍କ ମୃତ୍ୟୁ ହୋଇଛି । ମୃତ ବିଲ୍ଡର ହେଲେ ପୀୟୂସ ମୋହନ ମିଶ୍ର । ଖାରବେଳନଗର ଥାନା ପୋଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶ୍ବଶୁର ଘରକୁ ଆସି ଛାତରୁ ପଡିଯାଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ ଜଣାପଡିନାହିଁ ।


   Related Posts