scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଠଯୋଡ଼ି ଓ ମହାନଦୀ ଘାଟରେ ଛଟ୍ ପୂଜା, ସୂର୍ଯ୍ୟଙ୍କୁ ଦିଆଯାଉଛି ଅର୍ଘ୍ୟ…

20/11/2023 at 8:38 AM

କଟକ ୨୦।୧୧ : ଵିହାର ଓ ପୂର୍ବ ଉତ୍ତରପ୍ରଦେଶ ଭାଇ ଭଉଣୀ ମାନଙ୍କର ଛଟ୍ ପର୍ଵ ପାଇଁ କଟକର ନଦୀ ଘାଟ ଗୁଡ଼ିକରେ ଭକ୍ତିମୟ ପରିଵେଶ। କଟକରେ ରହୁଥିବା ପ୍ରାୟ ପଚାଶ ହଜାର ଵିହାରୀ ଓ ପୂର୍ବ ଉତ୍ତରପ୍ରଦେଶର ଭାଇ ଭଉଣୀ ମାନେ ଛଟ୍ ପର୍ଵ ପାଳନ କରୁଛନ୍ତି। ଉଦୟ ହେଉଥିଵା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଵା ପାଇଁ କଟକର ମହାନଦୀ ଓ କାଠଯୋଡି ଘାଟରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହିଛି।

   Related Posts