Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଶନିବାରଠୁ ଭୁବନେଶ୍ୱରରେ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ରେ ହେବ ରସାୟନିକ ଦ୍ରବଣ ସିଞ୍ଚନ

16/12/2022 at 4:19 PM

ଭୁବନେଶ୍ୱର ୧୭/୧୨: ଆସନ୍ତାକାଲି ବା ଶନିବାର ରାଜଧାନୀରେ ଡ୍ରୋନ୍‌ ମାଧ୍ୟମରେ ମଶା ମାରିବା ପାଇଁ ରସାୟନିକ ଦ୍ରବଣ  ପରୀକ୍ଷା ମୂଳକ ଭାବେ ସିଞ୍ଚନ କରାଯିବ। ଡିସେମ୍ୱର ୧୮ରେ ଭୁବନେଶ୍ୱରରେ ଅଧିକ ମଶା ଉପବ୍ରବ କରୁଥିବା ଅଞ୍ଚଳରେ ଡ୍ରୋନ ଦ୍ୱାରା ରସାୟନିକ ଦ୍ରବଣ ସିଞ୍ଚନ କରାଯିବ। ଏହି ପ୍ରକ୍ରିୟା ରାଜଧାନିରେ ଥିବା ନିଳାଦ୍ରିବିହାର ଅଞ୍ଚଳରୁ ଆରମ୍ଭ ହେବ।

ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବ। ଏହି ପ୍ରକ୍ରିୟାରେ ୧୭୦ ଜଣ ଆଣ୍ଟି ଲାର୍ଭା କର୍ମି ସାମିଲ ହେବ। ଥର୍ମାଲ ଫୋଗିଙ୍ଗ ଯନ୍ତ୍ରରେ ସଂଖ୍ୟା ବଢ଼ା ଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

   Related Posts