ଶନିବାରଠୁ ଭୁବନେଶ୍ୱରରେ ପରୀକ୍ଷା ମୂଳକ ଭାବେ ଡ୍ରୋନ୍ରେ ହେବ ରସାୟନିକ ଦ୍ରବଣ ସିଞ୍ଚନ
16/12/2022 at 4:19 PM

ଭୁବନେଶ୍ୱର ୧୭/୧୨: ଆସନ୍ତାକାଲି ବା ଶନିବାର ରାଜଧାନୀରେ ଡ୍ରୋନ୍ ମାଧ୍ୟମରେ ମଶା ମାରିବା ପାଇଁ ରସାୟନିକ ଦ୍ରବଣ ପରୀକ୍ଷା ମୂଳକ ଭାବେ ସିଞ୍ଚନ କରାଯିବ। ଡିସେମ୍ୱର ୧୮ରେ ଭୁବନେଶ୍ୱରରେ ଅଧିକ ମଶା ଉପବ୍ରବ କରୁଥିବା ଅଞ୍ଚଳରେ ଡ୍ରୋନ ଦ୍ୱାରା ରସାୟନିକ ଦ୍ରବଣ ସିଞ୍ଚନ କରାଯିବ। ଏହି ପ୍ରକ୍ରିୟା ରାଜଧାନିରେ ଥିବା ନିଳାଦ୍ରିବିହାର ଅଞ୍ଚଳରୁ ଆରମ୍ଭ ହେବ।
ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବ। ଏହି ପ୍ରକ୍ରିୟାରେ ୧୭୦ ଜଣ ଆଣ୍ଟି ଲାର୍ଭା କର୍ମି ସାମିଲ ହେବ। ଥର୍ମାଲ ଫୋଗିଙ୍ଗ ଯନ୍ତ୍ରରେ ସଂଖ୍ୟା ବଢ଼ା ଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023