ଅଭିନେତ୍ରୀ ବର୍ଷାଙ୍କ ନାଁରେ ଠକେଇ ମାମଲା; ଜାନୁଆରୀ ୩୧ରେ ପରବର୍ତ୍ତୀ ଶୁଣାଣି
17/01/2023 at 6:35 PM

ଭୁବନେଶ୍ୱର ୧୭/୦୧: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁରେ ଥିବା ଠକେଇ ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରୀ ୩୧ରେ ହେବ। ସୂଚନାଥାଉକି, ଭୁବନେଶ୍ୱରର ଜନୈକା ଯୁବତୀ ବର୍ଷାଙ୍କ ନାଁରେ ଏପରି ଅଭିଯୋଗ ଆଣିଥିଲେ। ଏନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲା। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ମଙ୍ଗଳବାର ଏନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଡିସିପି ଏହି ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023