ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫଟୋ ଭାଇରାଲ ପରେ ଜୀବନ ହାରିଲେ ଯୁକ୍ତ ୨ ଛାତ୍ରୀ, ମୃତ୍ୟୁ ପୂର୍ବରୁ IICଙ୍କୁ ଲେଖିଲେ ଚିଠି

15/10/2022 at 1:29 PM

ଖୋର୍ଦ୍ଧା ୧୫/୧୦: ପୁଣି ଜୀବନ ହାରିଲେ ଛାତ୍ରୀ । ଯୁକ୍ତ ଦୁଇ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେଲା ବୋଲି ଛାତ୍ରୀଙ୍କ ଜୀବନ ଯାଇଛି । ଛାତ୍ରୀ ଜଣଙ୍କ ହେଉଛନ୍ତି ପାଇଁ ଖୋର୍ଦ୍ଧା ନିରାକାରପୁର ଥାନା ଅଞ୍ଚଳର ।

ସୂଚନା ଥାଉକି, ଖଜୁରୀପଡ଼ାର ଜଣେ ଯୁବକ ଫଟୋ ଭାଇରାଲ କରିଥିବା ଜାଣିବା ପରେ ଏପରି କାମ କରିଥିବା ଅଭିଯୋଗ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ସେ ନିରାକାରପୁର IICଙ୍କୁ ପତ୍ର ଲେଖିଛନ୍ତି । ତେବେ ଘଟଣାର ଆହୁରି କିଛି ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

   Related Posts