Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅର୍ଚ୍ଚନାଙ୍କ ବିରୋଧରେ JMFC କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

23/12/2022 at 10:34 PM

ଭୁବନେଶ୍ୱର ୨୩/୧୨: ଅର୍ଚ୍ଚନା ନାଗ ଗିରଫ ମାମଲା। ନୟାପଲ୍ଲି ଥାନା ପକ୍ଷରୁ ଭୁବନେଶ୍ବର ଯେଏମଏଫସି ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଛି। ଦଫା  ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୫, ୧୨୦ବି ଓ ଆୟକର ଅଧିନିୟମର ୬୬ଇ,୬୭ଏରେ ଚାର୍ଜସିଟ ଦାଖଲ କରିଛି ପୋଲିସ। ଅର୍ଚ୍ଚନାଙ୍କ ବିରୋଧରେ ଅଧିକ ପ୍ରମାଣ ଓ ତଥ୍ୟ ସଂଗ୍ରହ କରିବା ପାଇଁନୟାପଲି ଥାନାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ତଥ୍ୟ ସଂଗ୍ରହ ପରେ ଅନ୍ତରୀଣ ଚାର୍ଜସିଟ ଦାଖଲ ପାଇଁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

   Related Posts