ଇସ୍ରୋର ଘୋଷଣା, ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩

ନୂଆଦିଲ୍ଲୀ: ପୁଣି ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିବ ଭାରତ। ଜୁଲାଇ ୧୩ରେ ଲଞ୍ଚ୍ ହେବ ଚନ୍ଦ୍ରାୟନ-୩। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ISRO) ଏହି ଘୋଷଣା କରିଛି। ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ଜୁଲାଇ ୧୩ରେ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ କରାଯିବାକୁ ସ୍ଥିର ହୋଇଛି। ଦରକାର ପଡ଼ିଲେ ଏହା ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଯାଇପାରେ। ଏହା ପୂର୍ବରୁ ମଧ୍ୟ ସୋମନାଥନ ଚନ୍ଦ୍ରାୟନ ଲଞ୍ଚ୍ ତାରିଖ ନେଇ ସଂକେତ ଦେଇଥିଲେ। ଜୁଲାଇ ୧୨ ତାରିଖରୁ ୧୯ ତାରିଖ … Continue reading ଇସ୍ରୋର ଘୋଷଣା, ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩