AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଚାଲୁ ରହିଛି ଚନ୍ଦ୍ରଭାଗା ବେଳାଭୂମିର ଉନ୍ନତିକରଣ କାର୍ଯ୍ୟ, ସକାଳୁ ସକାଳୁ ପରିଦର୍ଶନ କଲେ 5T ସଚିବ

24/12/2022 at 7:50 AM

କୋଣାର୍କ,୨୪।୧୨ : ଚନ୍ଦ୍ରଭାଗା ପରିଦର୍ଶନ କଲେ ୫ଟି ସଚିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ପରେ ପରେ ଚନ୍ଦ୍ରଭାଗା ବେଳାଭୂମିର ଉନ୍ନତି କରଣ କାର୍ଯ୍ୟ ଚାଲୁ ରହିଛି । ଦେଶ ବିଦେଶରୁ ଆସୁଥିବା ପ୍ରର୍ଯ୍ୟଟକ ପାଇଁ ବେଳାଭୂମିର ସୋନ୍ଦର୍ଯ୍ୟ କରଣ କରାଯାଉଛି । ଏଥିପାଇଁ ୪୬କୋଟି ଖର୍ଚ୍ଚ କରଯିବା ନେଇ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ଆଜି ସକାଳୁ ସକାଳୁ ଓଡ଼ିଶା ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିିଆନ୍‌ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିବା ସହିତ କୋଣାର୍କ ରିଙ୍ଗ ରୋଡ ପ୍ରସାରଣ ପ୍ରକ୍ରିୟାକୁ ପରିଦର୍ଶନ କରିଛନ୍ତି ।

   Related Posts