ଚାଲୁ ରହିଛି ଚନ୍ଦ୍ରଭାଗା ବେଳାଭୂମିର ଉନ୍ନତିକରଣ କାର୍ଯ୍ୟ, ସକାଳୁ ସକାଳୁ ପରିଦର୍ଶନ କଲେ 5T ସଚିବ
24/12/2022 at 7:50 AM

କୋଣାର୍କ,୨୪।୧୨ : ଚନ୍ଦ୍ରଭାଗା ପରିଦର୍ଶନ କଲେ ୫ଟି ସଚିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ପରେ ପରେ ଚନ୍ଦ୍ରଭାଗା ବେଳାଭୂମିର ଉନ୍ନତି କରଣ କାର୍ଯ୍ୟ ଚାଲୁ ରହିଛି । ଦେଶ ବିଦେଶରୁ ଆସୁଥିବା ପ୍ରର୍ଯ୍ୟଟକ ପାଇଁ ବେଳାଭୂମିର ସୋନ୍ଦର୍ଯ୍ୟ କରଣ କରାଯାଉଛି । ଏଥିପାଇଁ ୪୬କୋଟି ଖର୍ଚ୍ଚ କରଯିବା ନେଇ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ଆଜି ସକାଳୁ ସକାଳୁ ଓଡ଼ିଶା ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିିଆନ୍ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିବା ସହିତ କୋଣାର୍କ ରିଙ୍ଗ ରୋଡ ପ୍ରସାରଣ ପ୍ରକ୍ରିୟାକୁ ପରିଦର୍ଶନ କରିଛନ୍ତି ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023