ଭାରି ପଡ଼ିଲା ଲାଞ୍ଚ ନେବା: ଗିରଫ ହେଲେ ଚାନ୍ଦିପୁର ଆଇଆଇସି, ଏଏସଆଇ

ବାଲେଶ୍ବର ୧୯/୭: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଗିରଫ ହେଲେ ଚାନ୍ଦିପୁର ଥାନା ଆଇଆଇସି ଏବଂ ଏଏସଆଇ। ବୁଧବାର ଜଣେ ମଦଭାଟି ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ବଳି ମହାନ୍ତି। ଉଭୟଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇଥିବା କହିଥିଲେ ଭିଜିଲାନ୍ସ ଏସପି। ଏହି ମାମଲାରେ ଭିଜିଲାନ୍ସ ୬ଟି ସ୍ଥାନରେ ଚଢଉ କରିଥିଲା। ଚାନ୍ଦିପୁର ଥାନାରେ ଥିବା ଆଇଆଇସି ଓ ଏଏସଆଇଙ୍କ … Continue reading ଭାରି ପଡ଼ିଲା ଲାଞ୍ଚ ନେବା: ଗିରଫ ହେଲେ ଚାନ୍ଦିପୁର ଆଇଆଇସି, ଏଏସଆଇ