scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦଶାହ କାର୍ଯ୍ୟରେ ଚାଲିଗଲା ୨ ଜଣଙ୍କ ଜୀବନ

18/10/2020 at 5:53 PM

ଜଗତସଂହପୁର୧୮/୧୦:  ଜଗତସିଂହପୁର- ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଅଘଟଣ ଘଟିଛି। ନଦୀରେ ଗାଧଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ସାମିଲ ହୋଇ ନଦୀରେ ଗାଧୋଉଥିବା ବେଳେ ବଜ୍ରାପାତରେ ୨ ଜଣଙ୍କ ଜୀବନ ଚାଲିଗଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦଶାହ କାର୍ଯ୍ୟରେ ପୁଣି ଅକାଳରେ ୨ ଜଣଙ୍କ ଚାଲିଗଲା। ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

   Related Posts