ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ
10/01/2023 at 8:25 PM

ଭୁବନେଶ୍ୱର ୧୦/୦୧: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ। ଶେଷ ଅଙ୍କ ୦୧, ୦୨, ୦୩, ୦୪, ୦୫, ୦୬ ଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ ଜୋରିମାନା ଗଣିବାକୁ ପଡ଼ିବ। ଏସବୁ ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯିବ ବୋଲି ଜଣାପଡ଼ିଛି। ଏହି ନମ୍ୱର ବିଶିଷ୍ଟ ଗାଡ଼ି ଗୁଡ଼ିକ ପାଇଁ ପାଇଁ ଡିସେମ୍ବର ୩୧ ଶେଷ ତାରିଖ ଥିଲା।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023