scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅରୁନ୍ଧତୀ ଜ୍ବେଲର୍ସରେ Chains & Bangles Festival; ଗ୍ରାହକଙ୍କୁ ମିଳିବ ସ୍ବତନ୍ତ୍ର ରିହାତି

11/08/2023 at 8:34 PM

Arundhati Jewellers

ଭୁବନେଶ୍ବର, ୧୧/୦୮: ରାଜ୍ୟର ସର୍ବବୃହତ୍‌ ଜୁଏଲାରୀ ବ୍ରାଣ୍ଡ୍‌ ଅରୁନ୍ଧତୀ ଜ୍ବେଲର୍ସ ତରଫରୁ ମଙ୍ଗଳବାର ତା୦୮.୦୮.୨୦୨୩ରିଖ ଠାରୁ Chains & Bangles Festivalର ଶୁଭାରମ୍ଭ ହୋଇଯାଇଅଛି। ଏହି Chains & Bangles Festivalରେ ଗ୍ରାହକମାନକଭ୍କ ପସନ୍ଦକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାରିଗରୀଭରା ସୁନା, ହୀରା ଓ ପ୍ଲାଟିନମ୍‌ କଲେକ୍ସନର ବିସ୍ତୃତ ସମ୍ଭାର ପ୍ରସ୍ତୁତ କରାଯାଇଅଛି।

ଏହା ସହ ସର୍ବୋତ୍କୃଷ୍ଟ ଅଫର୍‌ ମାଧ୍ୟମରେ ୫୦% ପର୍ଯ୍ୟନ୍ତ ସୁନାଗହଣା ଗଢ଼ା ମଜୁରୀ ଉପରେ ୩୦% ପର୍ଯ୍ୟନ୍ତ ହୀରା ମୂଲ୍ୟ ଉପରେ ଓ ୫୦% ପର୍ଯ୍ୟନ୍ତ ରୂପା ଉପରେ ସ୍ବତନ୍ତ୍ର ରିହାତି ପାଇପାରିବେ। ଏହି ଅଫର ଅରୁନ୍ଧତୀ ଜ୍ବେଲର୍ସର ସମସ୍ତ ୭ଟି ଶାଖାରେ ଉପଲବ୍ଧ ହେବ। ଅରୁନ୍ଧତୀ ଜ୍ବେଲର୍ସ ପକ୍ଷରୁ ଏହି ଫେଷ୍ଟିଭାଲ ଆନନ୍ଦ ନେବା ପାଇଁ ସମସ୍ତ ଗ୍ରାହକବନ୍ଧୁମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି।

   Related Posts