ଭୁବନେଶ୍ୱର ରେଳ ଷ୍ଟେସନରୁ ଲୁଟେରା ଗିରଫ
5/05/2018 at 9:09 AM

ଗିରଫ ଲୁଟେରା ଫାଳିକିଆ ବସ୍ତିର ରବି ହରିଚନ୍ଦନ | ତା ନିକଟରୁ ଦୁଇଟି ସୁନା କଙ୍କଣ,ଦୁଇଟି ସୁନା ଚେନ,ମୁଦି ସହ ଅନ୍ୟାନ୍ୟ ସୁନା ସାମଗ୍ରୀ ଜବତ କରିଛି ପୋଲିସ | ଆଜି ସକାଳୁ ରେଲୱେ ପୋଲିସ ଲୁଟେରା ରବିକୁ ଗିରଫ କରିଛି |
Related Posts
ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ଚାଲିଗଲା କୁରୁନାଥଙ୍କ ଜୀବନ
3 October 2023