oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳବାଇ ମନ୍ତ୍ରୀ, ସରକାରଙ୍କ ଯୋଜନା ବିଷୟରେ କରିବେ ଆଲୋଚନା

22/04/2022 at 10:31 AM

ମାଲକାନଗିରି ୨୨/୦୪: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ । କେନ୍ଦ୍ର ମନ୍ତ୍ରୀ ବିଶାଖାପାଟଣା ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ କୋରାପୁଟ ଷ୍ଟେସନରେ ପହଞ୍ଚିଛନ୍ତି ।

କୋରାପୁଟ ରେଳ ଷ୍ଟେସନରେ କିଛି ସମୟ ରହିବା ପରେ କେନ୍ଦ୍ର ମନ୍ତ୍ରୀ ମାଲକାନଗିରି ଗସ୍ତ କରି ଜୟପୁର ମାଲକାନଗିରି ନୂତନ ରେଳପଥ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିବେ । ଜୟପୁର ଓ ମାଲକାନଗିରି ରେଳ ପଥ ଉପରେ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତାହା ସହ ମାଲକାନଗିରିରେ ନୂତନ ଡାକଘର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ମାଲକାନଗିରି ଗସ୍ତ ସାରି କେନ୍ଦ୍ର ମନ୍ତ୍ରୀ କୋରାପୁଟ ଫେରି କୋରାପୁଟ ଷ୍ଟେସନରେ ୪ଟା ସମୟରେ କୋରାପୁଟ ଠାରୁ ବିଶାଖାପାଟଣା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

   Related Posts