Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସିମେଣ୍ଟ ବୋଝେଇ ଟ୍ରକ ସହ ବାଇକ ଧକ୍କା ; ବାଇକ ଆରୋହୀ ମୃତ

23/04/2018 at 7:49 AM

କଟକ ଚାନ୍ଦବାଲି ରାସ୍ତା ସାଲେପୁର ମୁଖ୍ୟ ବଜାରରେ ଦୁର୍ଘଟଣା
ବାଇକକୁ ଧକ୍କା ଦେଇଛି ସିମେଣ୍ଟ ବୋଝେଇ ଟ୍ରକ
ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି
ମୃତକ ସାଲେପୁର ବିଶ୍ୱନାଥପୁର ଗାଁର ଅଲିମା ବେଗ
ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି
ଉତ୍ତ୍ୟକ୍ତ ଲୋକେ ଟ୍ରକକୁ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଛନ୍ତି
ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି

Leave a Reply

   Related Posts