ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ମିଳିବା ପରେ ବଡଚଣା ବିଜେଡିରେ ଖୁସିର ମାହୋଲ, ସେଲିବ୍ରେସନ୍ କଲେ କର୍ମକର୍ତ୍ତା

Published By : Prameya-News7 Bureau | April 21, 2024 IST

ଚଣ୍ଡିଖୋଲ ୨୧।୪: ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ବ୍ଲକ୍‌ର ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ପ୍ରଦାନ କରିଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବଡଚଣା ପାଇଁ ସପ୍ରାଇଜ୍ ଦେଇଛନ୍ତି ।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ମିଳିବା ପରେ ବଡଚଣା ବିଜୁ ଜନତା ଦଳର ମହଲରେ ଖୁସି ଦେଖିବାକୁ ମିଳୁଛି । ଏହି ଅବସରରେ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ।


 You Can Read :

ଜଳୁଛି ସାରା ଓଡିଶା, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା : ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.