oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସୌମ୍ୟଙ୍କ ପରେ ଏବେ କୁଆଡେ ଗଲେ ତାଙ୍କ ପରିବାର ? ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ

24/08/2022 at 11:53 AM

ସମ୍ବଲପୁର ୨୪।୦୮: ଶ୍ବେତା ଉତ୍କଳ କୁମାରୀ ମୃତ୍ୟୁ ଘଟଣାରେ ସମ୍ବଲପୁରର ପୁଣି ଏକ ସିସିଟିଭିଭ ଫୁଟେଜ ଭାଇରାଲ | ଶ୍ବେତା ଉତ୍କଳ କୁମାରୀଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କ ଘରୁ ପୁଣି ଏକ ସିସିଟିଭି ଫୁଟେଜ ଆଜି ଭାଇରାଲ ହୋଇଛି | ବୁଧବାର ସକାଳ ୭ଟା ୨୦ ସମୟରେ ଏକ କାରରେ ମୁଖା ପିନ୍ଧି ସୌମ୍ୟଙ୍କ ପରିବାର ଲୋକେ ତାଙ୍କ ବଂଶୀଧର କଲୋନୀସ୍ଥିତ ଘରୁ କୁଆଡେ ଚାଲି ଯାଉଛନ୍ତି ।  ଆଉ ଏହାର ଫୁଟେଜ ସିସିଟିଭିରେ ରେକର୍ଡ ହୋଇଛି । ଏହା ପୂର୍ବରୁ ଗତ ୨୨ ତାରିଖରେ ଏକ ବାଇକ୍‌ରେ ଦୁଇଜଣ ଯିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳିଥିଲା । ବାଇକ୍‌ରେ ସୌମ୍ୟଜିତ ଜଣେ ବ୍ୟକ୍ତିଙ୍କ ସହ ଯାଉଥିବା କୁହାଯାଉଛି ।

   Related Posts