ଏପ୍ରିଲ ୨୬ରୁ ଆରମ୍ଭ ହେବ ସିବିଏସଇ ଟର୍ମ-୨ ପରୀକ୍ଷା

Published By : Prameya-News7 Bureau | March 11, 2022 IST

ଭୁବନେଶ୍ୱର ୧୧/୦୩ : ଆସନ୍ତା ଏପ୍ରିଲ ୨୬ରୁ ଆରମ୍ଭ ହେବ ସିବିଏସଇ ଟର୍ମ-୨ ପରୀକ୍ଷା । ଏଥର ଗୋଟିଏ ସିଫ୍ଟରେ ପରୀକ୍ଷା ହେବ । ଦିନ ୧୦ : ୩୦ରୁ ଆରମ୍ଭ ହେବ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.