ଫିଲ୍ମ ମେକର ଜସପ୍ରୀତ ସିଂ ୱାଲିଆଙ୍କ ନାଁରେ ମାମଲା ରୁଜୁ, କୋଟି ଟଙ୍କାର ଠକେଇ ଅଭିଯୋଗ

ମୁମ୍ଵାଇ ୨୯।୦୫: ଫିଲ୍ମ ନିର୍ମାତା ବଣ୍ଟି ୱାଲିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଜସପ୍ରୀତ ସିଂ ୱାଲିଆ ତଥା ବଣ୍ଟି ୱାଲିଆ ଆଇଡିବିଆଇ ବ୍ୟାଙ୍କକୁ ୧୧୯କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଧିକାରୀ କହିଛନ୍ତି ଯେ ଜୁନ୍ ୨୦୦୮ରେ ବଣ୍ଟି ୱାଲିଆ ବ୍ୟକ୍ତିଗତ ଗ୍ୟାରେଣ୍ଟି ଉପରେ ଦୁଇଟି ଲୋନ ନେଇଥିଲେ। ବଣ୍ଟି ୱାଲିଆଙ୍କ କମ୍ପାନୀ ଜିଏସ ଏଣ୍ଟରଟେନମେଣ୍ଟ ପିଭି ଲିମିଟେଡ ସଞ୍ଜୟ ଦତ୍ତ ଏବଂ ବିପାଶା ବାସ୍ ଫିଲ୍ମ ‘ଲମହା’ ନିର୍ମାଣ … Continue reading ଫିଲ୍ମ ମେକର ଜସପ୍ରୀତ ସିଂ ୱାଲିଆଙ୍କ ନାଁରେ ମାମଲା ରୁଜୁ, କୋଟି ଟଙ୍କାର ଠକେଇ ଅଭିଯୋଗ