oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ସିବିଆଇ ସ୍କାନରରେ ଏନ୍‌ଜିଓ: ଦେଶର ୪୦ ଜାଗାରେ ଚଢ଼ାଉ, ଦୁର୍ନୀତିରେ ଗୃହମନ୍ତ୍ରାଳୟର କର୍ମଚାରୀ ସାମିଲ୍

10/05/2022 at 10:52 PM

ନୂଆଦିଲ୍ଲୀ: ଏବେ ସିବିଆଇର ନଜର ଏନ୍‌ଜିଓ ଉପରେ। ବିଦେଶୀ ପାଣ୍ଠି ସହାୟତା ନିୟମର ଉଲ୍ଲଂଘନ ନେଇ ଦେଶର ବିଭିନ୍ନ ଏନ୍‌ଜିଓ ସଂସ୍ଥା ଉପରେ ଚଢ଼ାଉ କରିଛି ସିବିଆଇ। ନୂଆଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ଚେନ୍ନାଇ ଏବଂ ମମୟୁଶୁର ଭଳି ଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ୧୦ ଜଣ ଲାଞ୍ଚ ନେଉଥିବା ରେଡ୍‌ହେଣ୍ଡେଡ୍‌ ଧରିଛି ସିବିଆଇ। ସେମାନଙ୍କ ମଧ୍ୟରୁ ୧୦ ଜଣ ସରକାରୀ ଚାକିରିଆ ହୋଇଥିବା ବେଳେ କିଛି ଗୃହମନ୍ତ୍ରାଳୟର କର୍ମଚାରୀ ମଧ୍ୟ ଅଛନ୍ତି। ଏହି ଚଢ଼ାଉରେ ବେଆଇନ୍ ଭାବେ ଅନ୍ୟ ଚ୍ୟାନେଲ୍ ନାଁରେ ଟ୍ରାଞ୍ଜାକ୍ସନ ହୋଇଥିବା ୨ କୋଟି ଟଙ୍କା ଜବତ ହୋଇଛି ବୋଲି ସିବିଆଇ ସୂଚନା ଦେଇଛନ୍ତି।

ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (FCRA)ର ଉଲ୍ଲଂଘନ ବିଷୟରେ କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ।

ବିଭିନ୍ନ ଏନ୍‌ଜିଓକୁ ଆସୁଥିବା ବିଦେଶୀ ପୁଞ୍ଜିକୁ କିଛି ସରକାରୀ ଚାକିରିଆ ଓ ମିଡିଲ୍‌ମ୍ୟାନ୍ ଓ ଅନାମଧେୟ ଅପରେଟର ହେର୍‌ଫେର୍ କରୁଛନ୍ତି ବୋଲି ଗୃହମନ୍ତ୍ରାଳୟ ଖବର ପାଇଥିଲା। ଏହାପରେ ଗୃହମନ୍ତ୍ରାଳୟ ପୂର୍ବରୁ ସିବିଆଇକୁ ଏହାର ସୂଚନା ଦିଆଯାଇଥିଲା। ପରେ ସିବିଆଇ ଆଓଜି ୪୦ ଜାଗାରେ ଚଢ଼ାଉ କରିଛି।

   Related Posts