ସିବିଆଇ ସ୍କାନରରେ ରାଉରକେଲା ଷ୍ଟାଲ ପ୍ଲାଣ୍ଟ ଅଧିକାରୀ

Published By : Prameya-News7 Bureau | June 08, 2018 IST

ସିବିଆଇ ସ୍କାନରରେ ରାଉରକେଲା ଷ୍ଟାଲ ପ୍ଲାଣ୍ଟ ଅଧିକାରୀ । ଆରଏସପି ନ୍ୟୁ ପ୍ଲେଟ୍ ମିଲ୍ ଡିଜିଏମ୍ ରାଜୀବ ରଂଜନଙ୍କ ଘରେ ସବିଆଇ ରେଡ୍ । ରାଜୀବଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ସିବିଆଇ । ବିଶେଷ କରି ମିଲର ଯନ୍ତ୍ରାଂଶ କିଣାବିକା ଦୁର୍ନୀତି ପଦାକୁ ଆସିବା ପରେ ସିବିଆଇ ରେଡ୍ କରିଛି । ଏହା ଛଡା ସେ ଆହୁରୀ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.