oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସିବିଆଇ ସ୍କାନରରେ ରାଉରକେଲା ଷ୍ଟାଲ ପ୍ଲାଣ୍ଟ ଅଧିକାରୀ

8/06/2018 at 6:57 AM

ସିବିଆଇ ସ୍କାନରରେ ରାଉରକେଲା ଷ୍ଟାଲ ପ୍ଲାଣ୍ଟ ଅଧିକାରୀ । ଆରଏସପି ନ୍ୟୁ ପ୍ଲେଟ୍ ମିଲ୍ ଡିଜିଏମ୍ ରାଜୀବ ରଂଜନଙ୍କ ଘରେ ସବିଆଇ ରେଡ୍ । ରାଜୀବଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ସିବିଆଇ । ବିଶେଷ କରି ମିଲର ଯନ୍ତ୍ରାଂଶ କିଣାବିକା ଦୁର୍ନୀତି ପଦାକୁ ଆସିବା ପରେ ସିବିଆଇ ରେଡ୍ କରିଛି । ଏହା ଛଡା ସେ ଆହୁରୀ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

Leave a Reply

   Related Posts