ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍, ଜୁଏଲର୍ସ ମାଲିକଙ୍କଠୁ ନେଉଥିଲେ ଲାଞ୍ଚ

24/09/2022 at 6:43 PM

ଖୋର୍ଦ୍ଧା : ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍। ଆୟକର ଅଧିକାରୀ ହେଉଛନ୍ତି ସୁମନ ସୁନ୍ଦର ସାହୁ। ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ସୁନା ଓ ଟଙ୍କା ନେଉଥିବା ବେଳେ ସିବିଆଇ ତାଙ୍କୁ ମାଡି ବସିଛନ୍ତି। ସୁମନ ୫ ଲକ୍ଷ ଟଙ୍କା ଓ ସୁନାଚେନ୍‌ ଲାଞ୍ଚ ନେଉଥିବା ଜଣା ପଡିଛି। ଆହୁରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇର ରେଡ୍‌ କରିବା ସହ ପଚରାଉଚରା କରୁଛି।

   Related Posts