ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଏମ୍ସରେ ସିବିଆଇ ଚଢାଉ
31/03/2023 at 9:35 AM

ଭୁବନେଶ୍ୱର ୩୦/୩ : ଭୁବନେଶ୍ୱର ଏମସ୍ରେ ସିବିଆଇ ରେଡ୍ । ମେଡ଼ିସିନ ଟେଣ୍ଡର ପକ୍ରିୟାକୁ ନେଇ ସିବିଆଇ ରେଡ୍ ହୋଇଥିବା ସୂଚନା । ତେବେ ଏହି ଚଢାଉରେ ଟେଣ୍ଡର ଜନିତ କାଗଜ ପତ୍ର ଜବତ କରିଛି ସିବିଆଇ ଟିମ୍ ।
ଗୁରୁବାର ୮ ଜଣିଆ ସିବିଆଇ ଟିମ କରିଥିଲା ଚଢ଼ାଉ । ଟେଣ୍ଡର ପକ୍ରିୟାରେ ଯଦି କୌଣସି ହେରଫେର ଥାଏ ଟେଣ୍ଡର ଡ଼ାକିଥିବା ଅଧିକାରୀଙ୍କୁ ସିବିଆଇ କରିବ ପଚରାଉଚୁରା ।