ବାହାନଗା ଟ୍ରେନ୍ ଟ୍ରାଜେଡି : ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ସିବିଆଇର ଜେରା

ଭୁବନେଶ୍ବର ୧୪।୭: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଚାଲିଛି ଜେରା । ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଚାଲିଛି ଜେରା । ୪ ଜଣଙ୍କୁ ସିବିଆଇ ଜେରା କରୁଛି । ତେବେ ସମନ ପାଇବା ପରେ ସିବିଆଇ ପାଖରେ ୪ ରେଲୱେ କର୍ମଚାରୀ ହାଜର ହୋଇଛନ୍ତି । ରେଲୱେ ବିଭାଗର ୨ ଜଣ ସିଗନାଲ ଅପରେଟର, ଜଣେ ଟ୍ରାଫିକ୍ ଇନ୍ସପେକ୍ଟର ଏବଂ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ଟିମ୍ ଜେରା କରୁଛି । … Continue reading ବାହାନଗା ଟ୍ରେନ୍ ଟ୍ରାଜେଡି : ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ସିବିଆଇର ଜେରା