ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ସିବିଆଇର ଜେରା

Published By : Prameya-News7 Bureau | July 03, 2018 IST

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଚାଲିଛି ସିବିଆଇର ଜେରା | ଗତକାଲି ମଧ୍ୟ ସିବିଆଇରେ ହାଜର ହୋଇଥିଲେ ପ୍ରଶାନ୍ତ ଦାଶ | ବିଦେଶ ଯିବା ପାଇଁ ଅନୁମତି ପାଇଁ ସିବିଆଇ ନିକଟରେ ଫେରାଦ ହୋଇଥିଲେ ପ୍ରଶାନ୍ତ | ଅର୍ଥନୈତିକ କାରବାର ସମ୍ପର୍କରେ କ୍ରମାଗତ ଜେରା କରୁଛି ସିବିଆଇ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.