ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଅରୁଣାଚଳ ପ୍ରଦେଶର ଭାରତ ସୀମାରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଚୀନ: ଭିିଡିଓରେ କଏଦ ହେଲା ଦୃଶ୍ୟ

26/08/2022 at 10:01 PM

ନୂଆଦିଲ୍ଲୀ: ଭାରତ ସୀମାରେ ନିର୍ମାଣ କାମ କରୁଛି ଚୀନ। ଅରୁଣାଚଳ ପ୍ରଦେଶର ଅଞ୍ଜୟ ଡିଲ୍ଲା ଚାଗ୍ଲାଗାମ ହଦିଗର ଡେଲ୍ଟା ୬ ଠାରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ଚୀନ ସେନା ମେସିନ ଆଣୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ରାଜ୍ୟରେ ଶେଷ ପ୍ରଶାସନିକ ଅଞ୍ଚଳ ଚାଗ୍ଲାଗାମକୁ ଯିବାକୁ ଜଣେ ବ୍ୟକ୍ତିଙ୍କୁ ସାଧାରଣତଃ ୪ ଦିନ ସମୟ ଲାଗିଥାଏ। ୨୦୨୨ ଅଗଷ୍ଟ ୧୧ ତାରିଖରେ ରେକର୍ଡ ହୋଇଥିବା ଭିଡିଓରେ ଚୀନ ସେନାର ଏଭଳି କାର୍ଯ୍ୟା ସାମ୍ନାକୁ ଆସିଛି।

ଚୀନର ଅନୁପ୍ରବେଶ ନେଇ ସି ୟୋମୀ ଜିଲ୍ଲାର ସ୍ଥାନୀୟ ମେଚୁକା ଗାଁରେ ଲୋକେ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ହେଲା ସେମାନଙ୍କର ପୂର୍ବଜମାନେ ୧୯୬୨ ଭାରତ-ଚୀନ ଯୁଦ୍ଧ ପୂର୍ବରୁ ତିବ୍ବତ ଯାଉଥିଲେ। ସ୍ଥାନୀୟ ବସ୍ତୁ ଦେଇ ତିବ୍ବତରୁ ଲୁଣ, ଚାଉଳ ଓ ଗହଣା ଆଣୁଥିଲେ। ସେମାନଙ୍କ ଭିତରେ ଏକ ପ୍ରକାର ବ୍ୟବସାୟ ହେଉଥିଲା। ହେଲେ ବର୍ତ୍ତମାନ ଭାରତୀୟ ସେନା ସୀମା ପାର ହେବାକୁ ଦେଉ ନାହିଁ। ସେପଟେ ଚୀନ ତାର ନିର୍ମାଣ କାର୍ଯ୍ୟା ଜାରି ରଖିଥିବା ସୂଚନା ମିଳୁଛି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

   Related Posts