ମହାନଦୀ ମଝିରେ ଫସିଲେ ଗୋରୁ ପଲ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବୌଦ୍ଧ ୨୭।୭: ଆଜି ପୁଣି ମହାନଦୀରେ ଭାସିଗଲେ ଗୋରୁ ପଲ । ଭାସି ଆସି ନଦୀ ମଝିରେ ଥିବା ବାଲିରେ ଫସିଗଲେ ୧୦ଟିକିଆ ଗୋରୁ ପୋଲ । ଉଭୟ ପାର୍ଶ୍ଵରେ ପାଣି ଭର୍ତ୍ତି ଥିବାରୁ ବାହାରକୁ ବାହାରି ନପାରି ମଝି ନଦୀରେ ଫଶିଲେ । ହରଭଙ୍ଗା ବ୍ଲକ୍ ଧଳପୁର ସାକୁସୀଙ୍ଗ ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୋରୁ ପୋଲକୁ ଉଦ୍ଧାର କରିଥିବା ସୂଚନା । ସୂଚନାଯୋଗ୍ୟ ଯେ, ସକୁସୀଙ୍ଗା ଗ୍ରାମର କିଛି ଗୋରୁ … Continue reading ମହାନଦୀ ମଝିରେ ଫସିଲେ ଗୋରୁ ପଲ, ଉଦ୍ଧାର କଲା ଅଗ୍ନିଶମ ବାହିନୀ