ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଡିଜିପିଙ୍କ ନିର୍ଦ୍ଦେଶ, ପୋଲିସ ଆକ୍ସନ ସତ୍ତ୍ବେ ଥମୁନି ଗୁଜବ ଯନ୍ତ୍ରଣା….ପିଲା ଚୋର ସନ୍ଦେହରେ ନୀରିହ, ଅପରିଚିତଙ୍କୁ ଆକ୍ରମଣ…ସୋର ଘଟଣାରେ ୩ ଗିରଫ…କଳାହାଣ୍ଡିରେ ଲୋକଙ୍କ ମାଡଖାଇ ଡାକ୍ତରଖାନାରେ ମାନସୀକ ବିକୃତ ବ୍ୟକ୍ତି ……

May 29, 2018

ଦାଦାବଟି ନ ଦେବାରୁ ତପ୍ତପାଣି ଘାଟିରେ ଟ୍ରକ ଡ୍ରାଇଭରକୁ ମାଡ…ପ୍ରତିବାଦରେ ରାୟଗଡା-କୋରାପୁଟ ରାସ୍ତା ଅବରୋଧ…ପୋଲିସ ବି ପାଇଲାନି ନିସ୍ତାର… ସେପଟେ ନୀଳଗିରିରେ ଭୁଜାଲିରେ ହାଣି ସ୍ବାମୀ-ସ୍ତ୍ରୀଙ୍କଠାରୁ ଲୁଟ୍ …

May 29, 2018

ରାଜ୍ୟରେ ଘରୋଇ ମେଡିକାଲ ୨୪ ଘଣ୍ଟା ବନ୍ଦ… ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ସଂଶୋଧନ ଦାବିରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ ଫୋରମର ଆନ୍ଦୋଳନ… ସମସ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ…

May 25, 2018