scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ଖାରବେଳନଗର ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ଼ ସହାୟତାରେ ୯ ଜୁଆଡ଼ି ଗିରଫ,୧ ଲକ୍ଷ ୩୫ ହଜାର ଜବତ

29/10/2018 at 6:49 PM

ଭୁବନେଶ୍ଵର୨୯/୧୦- ରାଜଧାନୀରେ ଜୁଆ ଆଡ଼୍ଡ଼ା ଉପରେ ଚଢ଼ାଉ । ୟୁନିଟ ୯ ଅଂଚଳରେ ଖାରବେଳ ନଗର ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ଼ ସହାୟତାରେ ଚଢ଼ଉ କରାଯାଇଥିଲା । ୯ ଜଣଂକୁ ଗିରଫ କରାଯିବା ସହିତ ୧ଲକ୍ଷ ୩୫ ହଜାର ଟଂକା ଜବତ କରାଯାଇଛି । ସ୍ପେଶାଲ ସ୍କ୍ଵାର୍ଡ଼ ଆଗରୁ ଏଇ ଜୁଆ ଆଡ଼୍ଡ଼ା ଉପରେ ନଜର ରଖିଥିଲା । ୟୁନିଟ ୯ ଅଂଚଳର ସରକାରୀ କ୍ଵାଟର ପାଖରେ ଏକ ଭଡ଼ା ଘରେ ଚାଲିଥଲା ଏଇ ଜୁଆ କାରବାର ।

   Related Posts