ରାଜଧାନୀରେ ଖାରବେଳନଗର ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ଼ ସହାୟତାରେ ୯ ଜୁଆଡ଼ି ଗିରଫ,୧ ଲକ୍ଷ ୩୫ ହଜାର ଜବତ
29/10/2018 at 6:49 PM

ଭୁବନେଶ୍ଵର୨୯/୧୦- ରାଜଧାନୀରେ ଜୁଆ ଆଡ଼୍ଡ଼ା ଉପରେ ଚଢ଼ାଉ । ୟୁନିଟ ୯ ଅଂଚଳରେ ଖାରବେଳ ନଗର ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ଼ ସହାୟତାରେ ଚଢ଼ଉ କରାଯାଇଥିଲା । ୯ ଜଣଂକୁ ଗିରଫ କରାଯିବା ସହିତ ୧ଲକ୍ଷ ୩୫ ହଜାର ଟଂକା ଜବତ କରାଯାଇଛି । ସ୍ପେଶାଲ ସ୍କ୍ଵାର୍ଡ଼ ଆଗରୁ ଏଇ ଜୁଆ ଆଡ଼୍ଡ଼ା ଉପରେ ନଜର ରଖିଥିଲା । ୟୁନିଟ ୯ ଅଂଚଳର ସରକାରୀ କ୍ଵାଟର ପାଖରେ ଏକ ଭଡ଼ା ଘରେ ଚାଲିଥଲା ଏଇ ଜୁଆ କାରବାର ।
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023