ବିଦ୍ରୋହର ୧୨ ଘଣ୍ଟା ମଧ୍ୟରେ ବୁଝାବଣା; ମସ୍କୋ ପହଞ୍ଚିବା ପୂର୍ବରୁ ଫେରିବା ପ୍ରାଇଭେଟ୍ ଆର୍ମି

ମସ୍କୋ: ଡିଲ୍ ହୋଇଛି ନା ମୁଣ୍ଡ ନୁଆଁଇଲା । ପୁଟିନଙ୍କ ନାଲି ଆଖିକୁ ଡରିଗଲା କି ଓ୍ବାଗନର? ଶକ୍ତିହୀନ ହେଲା କି ପ୍ରାଇଭେଟ୍ ଆର୍ମି ? ବୁଝାବଣା ହୋଇଛି ନା ଅନ୍ୟ କିଛି । ୨୪ ଘଣ୍ଟା ନପୁରୁଣୁ ୟୁ-ଟର୍ଣ୍ଣ । ଗୃହଯୁଦ୍ଧରୁ ବର୍ତ୍ତିଗଲା ଋଷ୍ । ମସ୍କୋ ପହଞ୍ଚିବାକୁ ଆଉ ମାତ୍ର ୩୭୦ କିଲୋମିଟର ବାକି ଥିଲା । ରାଜପଥକୁ ଓହ୍ଲାଇ ଆସି ସାରିଥିଲା ଯୁଦ୍ଧ ଟ୍ୟାଙ୍କ । ରଷ୍ ରାଜଧାନୀ ମୁହାଁ ହୋଇଥିଲେ ୨୫ … Continue reading ବିଦ୍ରୋହର ୧୨ ଘଣ୍ଟା ମଧ୍ୟରେ ବୁଝାବଣା; ମସ୍କୋ ପହଞ୍ଚିବା ପୂର୍ବରୁ ଫେରିବା ପ୍ରାଇଭେଟ୍ ଆର୍ମି