ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଆସି ଆଉ ଫେରିଲେନି

ଜଟଣୀ ୪।୭: ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତାରାମ ଛକରେ ଥିବା ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବତୀ ଜଣଙ୍କ ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତାରାମ ଛକ ସ୍ଥିତ କାହ୍ନ ଗେଷ୍ଟ ହାଉସକୁ ଗତ ରବିବାର ଅପରାହ୍ନରେ ମୃତ ଯୁବତୀ ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ରହିବା ପାଇଁ … Continue reading ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଆସି ଆଉ ଫେରିଲେନି