ସୁନ୍ଦରଗଡ଼ର ୪ ଜଣଙ୍କର କରୋନା ନେଗେଟିଭ୍,୧୫ ଦିନ ତଳେ ଚୀନ୍ରୁ ଫେରିଥିଲେ
18/02/2020 at 10:17 PM

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ୪ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏମାନେ ୧୫ ଦିନ ତଳେ ଚୀନରୁ ଫେରିଥିଲେ ।
କରୋନା ସନ୍ଦେହରେ ଏମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସୁନ୍ଦରଗଡ଼ ସହରର ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଓ ଛୁଆ ଥିବାବେଳେ ।ଜଣେ ରାଉରକେଲା ବାସନ୍ତୀ କଲୋନୀର ।