2023 World Cup : ୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ ?

ମୁମ୍ବାଇ ୧୪।୦୮ :  ଭାରତରେ ଖେଳାଯିବ ୨୦୨୩ କ୍ରିକେଟ୍‌ ଦିନିକିଆ ବିଶ୍ୱକପ୍‌ । ଏହି ବିଶ୍ୱକପ୍‌ ପୂର୍ବରୁ ସବୁ ଟିମ୍‌ କରୁଛନ୍ତି ଜୋରଦାର ଅଭ୍ୟାସ । ଆଉ ଲାଗିପଡିଛନ୍ତି କିପରି ହାତେଇବେ ଟ୍ରଫି । କିନ୍ତୁ କ୍ରୀଡାପ୍ରେମୀଙ୍କ ଲାଗିପାରେ ଝଟ୍‌କା । କାହିଁକି ନା କିଛି ଖେଳାଳିଙ୍କୁ ଏହି ବିଶ୍ୱକପ ପରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଅବସର ନେଇପାରନ୍ତି ଏହିସବୁ ଖେଳାଳି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖେଳାଳି ୨୦୨୩ ବିଶ୍ୱକପ୍‌ … Continue reading 2023 World Cup : ୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ ?